ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସୂଚୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସୂଚୀ   ବିଶେଷ୍ୟ

ଅର୍ଥ : ସାରଣୀ ଆଦି ରୂପରେ ଯେଉଁ ନାମାବଳୀ କୌଣସି ସୂଚନା,ବିବରଣ, ନିୟମାବଳୀ ଆଦିର ଶେଷରେ ପରିଶିଷ୍ଟ ରୂପରେ ଥାଏ

ଉଦାହରଣ : କେତେକ ପୁସ୍ତକରେ ଅନୁସୂଚୀ ଦିଆଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

कोष्ठक आदि के रूप में वह नामावली जो किसी सूचना, विवरण, नियमावली आदि के अंत में परिशिष्ट के रूप में हो।

कुछ पुस्तकों में अनुसूची दी हुई रहती है।
अनुसूची