ଅର୍ଥ : ଉଚ୍ଚବର୍ଣ୍ଣ ପୁରୁଷର ନିମ୍ନ ବର୍ଗର ସ୍ତ୍ରୀ ସହିତ ବିବାହ
ଉଦାହରଣ :
ରାଜା ଶାନ୍ତନୁ ସତ୍ୟବତୀଙ୍କ ସହିତ ଅନୁଲୋମବିବାହ କରିଥିଲେ
ସମକକ୍ଷ : ଅନୁଲୋମବିବାହ
ଅନ୍ୟ ଭାଷାରେ ଅନୁବାଦ :
उच्चवर्ण के पुरुष का निम्न वर्ग की स्त्री के साथ विवाह।
राजा शांतनु ने सत्यवती के साथ अनुलोमविवाह किया था।A marriage with a person of inferior social status.
mesalliance