ଅର୍ଥ : ଅଳ୍ପ ଉର୍ବର ଜମି
ଉଦାହରଣ :
ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
ସମକକ୍ଷ : ଅନୁର୍ବର ଜମି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଭୂମି ଉର୍ବର ନୁହେଁ
ଉଦାହରଣ :
କୃଷକ ନିଜର କଠିନ ପରିଶ୍ରମଦ୍ୱାରା ଅନୁର୍ବର ଭୂମିକୁ ମଧ୍ୟ ଉର୍ବର କରିଦେଲା
ଅନ୍ୟ ଭାଷାରେ ଅନୁବାଦ :
वह भूमि जो उपजाऊ न हो।
किसान ने अपनी कड़ी मेहनत से अनउपजाऊ भूमि को भी उपजाऊ बना दिया।