ଅର୍ଥ : ଯେ ଅନୁମତି ଦିଏ
ଉଦାହରଣ :
ଅନୁମତିଦାତା ଆଜି କାର୍ଯ୍ୟାଳୟ ଆସିନାହାଁନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନୁମତିପତ୍ର ବା ଅଧିପତ୍ର ଦେବା ବାଲା ବ୍ୟକ୍ତି
ଉଦାହରଣ :
ଅନୁମତିଦାତା ଅନୁମତିପତ୍ର ଦେବାକୁ ମନାକରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
अनुज्ञापत्र या अधिपत्र देने वाला व्यक्ति।
अनुज्ञापक ने अनुज्ञापत्र देने से इन्कार कर दिया।