ଅର୍ଥ : ଅନୁବୃତ୍ତି ବା ପେନ୍ସନ୍ ପାଉଥିବା ଲୋକ
ଉଦାହରଣ :
ଅନୁବୃତ୍ତିଧାରୀଙ୍କ ମୃତ୍ୟୁ ପରେ ତାଙ୍କର ଅନୁବୃତ୍ତି ତାଙ୍କ ସ୍ତ୍ରୀକୁ ମିଳୁଛି
ସମକକ୍ଷ : ପେନ୍ସନର
ଅନ୍ୟ ଭାଷାରେ ଅନୁବାଦ :
अनुवृत्ति या पेन्शन पाने वाला व्यक्ति।
अनुवृत्तिधारी की मृत्यु के पश्चात् उनकी अनुवृत्ति उनकी पत्नी को मिलने लगी है।