ଅର୍ଥ : ଅପଲକ ଦୃଷ୍ଟି ଲଗାଇକରି ଦେଖିବା ବ୍ୟକ୍ତି
ଉଦାହରଣ :
ଅନନ୍ୟଦୃଷ୍ଟି ଶକୁନ୍ତଳାଙ୍କର କିଛି ସ୍ମରଣ ରହିଲାନାହିଁ ଯେ ସେ କଣ କରୁଛନ୍ତି ?
ଅନ୍ୟ ଭାଷାରେ ଅନୁବାଦ :
टकटकी लगाकर देखने वाला।
अनन्यदृष्टि शकुंतला को कुछ सुध ही नहीं रही कि वह क्या कर रही है।