ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନନ୍ତ ଚତୁର୍ଦ୍ଦଶୀର ବ୍ରତ
ଉଦାହରଣ : ବୁଢୀମା ପ୍ରତିବର୍ଷ ଅନନ୍ତ ବ୍ରତ କରନ୍ତି
ସମକକ୍ଷ : ଅନଂତ ବ୍ରତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अनंत चतुर्दशी का व्रत।
Abstaining from food.
ଅର୍ଥ : ଅନନ୍ତ ଚତୁର୍ଦ୍ଦଶୀ ଦିନ ବାହୁ ଉପରେ ବନ୍ଧା ଯାଉଥିବା କୁଙ୍କୁମ,କେଶର ବା ହଳଦୀ ରଞ୍ଜିତ ଚଉଦ ଗଣ୍ଠିଥିବା ସୂତା
ଉଦାହରଣ : ପଣ୍ଡିତଜୀ ଯଜମାନର ବାହୁରେ ଅନନ୍ତ ବ୍ରତ ବାନ୍ଧୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
अनंत-चतुर्दशी के दिन बाजू पर बाँधा जानेवाला कुमकुम, केशर या हल्दी रंजित चौदह गाँठोंवाला धागा।
ସଂସ୍ଥାପନ କରନ୍ତୁ