ଅର୍ଥ : ଯାହାକୁ ଅଧିକାର ମିଳିଛି
ଉଦାହରଣ :
ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
ସମକକ୍ଷ : କ୍ଷମତାପ୍ରାପ୍ତ, ପ୍ରାଧିକୃତ
ଅନ୍ୟ ଭାଷାରେ ଅନୁବାଦ :
Sanctioned by established authority.
An authoritative communique.ଅର୍ଥ : ଯାହାକୁ ଅଧିଗ୍ରହଣ କରାଯାଇଛି
ଉଦାହରଣ :
ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
ସମକକ୍ଷ : ଅଧିଗୃହୀତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
ଉଦାହରଣ :
ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
ସମକକ୍ଷ : ଅଧିକାରଭୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
Given official approval to act.
An accredited college.