ଅର୍ଥ : ଋଣ ବଦଳରେ ନିଜର ସର୍ବସ୍ବ ବନ୍ଧକ ରଖୁଥିବା ବ୍ୟକ୍ତି
ଉଦାହରଣ :
ଋଣ ନ ଶୁଝିବା କାରଣରୁ ଅଧିକର୍ତ୍ତାଙ୍କର ସମ୍ପତ୍ତି ଜବତ କରାଯାଇଛି
ସମକକ୍ଷ : ଋଣ ଗ୍ରହିତା
ଅନ୍ୟ ଭାଷାରେ ଅନୁବାଦ :
ऋण के बदले अपना सब कुछ बंधक रखने वाला व्यक्ति।
ऋण न चुका पाने के कारण आधिकर्ता की संपत्ति ज़ब्त कर ली गई है।ଅର୍ଥ : ଯେଉଁ ଲୋକ ପାଖରେ ବନ୍ଧକ ରଖାଯାଏ
ଉଦାହରଣ :
ଅଧିକର୍ତ୍ତାଙ୍କ ପାଖରୁ ସେ ତାର ଗହଣା ମୁକୁଳେଇଲା
ସମକକ୍ଷ : ବନ୍ଧକବାଲା
ଅନ୍ୟ ଭାଷାରେ ଅନୁବାଦ :
A person who lends money at interest in exchange for personal property that is deposited as security.
pawnbroker