ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସଂପତ୍ତିରେ ଅଧା ଭାଗୀଦାର
ଉଦାହରଣ : ସେ ତାର ଅଧାଭାଗ ତା ସାନ ଭାଇକୁ ଦେଇ ଦେଲା
ସମକକ୍ଷ : ଅଧାଅଂଶ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी सम्पत्ति में आधी साझेदारी।
ଅର୍ଥ : ଯେଉଁ ବ୍ୟବସ୍ଥାରେ ଜମିରୁ ଉତ୍ପାଦିତ ଫସଲର ଅଧା ଅଂଶ ଉତ୍ପାଦନକାରୀକୁ ତଥା ଅଧା ମାଲିକ ପାଖକୁ ଯାଏ
ଉଦାହରଣ : ଗାଁରେ କେତେକ ଲୋକ ନିଜ ଜମି ଅଧାଭାଗରେ ଦେଇ ଦିଅନ୍ତି
वह व्यवस्था जिसमें उपज का आधा हिस्सा उपजानेवाले को तथा आधा मालिक को जाता है।
ସଂସ୍ଥାପନ କରନ୍ତୁ