ଅର୍ଥ : ଦରବୁଢ଼ା ହେବାର ଅବସ୍ଥା ବା ଭାବ
ଉଦାହରଣ :
ଦରବୁଢ଼ାରେ ମଧ୍ୟ ଛୁଆମାନଙ୍କ ଭଳି ହରକତ କରିବା ଶୋଭା ପାଏନାହିଁ
ସମକକ୍ଷ : ଦରବୁଢ଼ା
ଅନ୍ୟ ଭାଷାରେ ଅନୁବାଦ :
The time of life between youth and old age (e.g., between 40 and 60 years of age).
middle age