ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଷାଠିଏ ଏବଂ ନଅ ମିଶି ପ୍ରାପ୍ତ ସଂଖ୍ୟା
ଉଦାହରଣ : ଆରେ! ତୁମେ ତ ଅଣସ୍ତରିକୁ ଓଲଟା ଲେଖି ଦେଇଛ
ସମକକ୍ଷ : 69, ୬୯
ଅନ୍ୟ ଭାଷାରେ ଅନୁବାଦ :हिन्दी
साठ और नौ के योग से प्राप्त संख्या।
ଅର୍ଥ : ଷାଠିଏ ଓ ନଅ ବା ସତୁରିରୁ ଏକ କମ
ଉଦାହରଣ : ଏବେ ମୋ ପାଖରେ ମାତ୍ର ଅଣସ୍ତରି ଟଙ୍କା ଅଛି
ସମକକ୍ଷ : ୬୯
ଅନ୍ୟ ଭାଷାରେ ଅନୁବାଦ :हिन्दी English
साठ और नौ या एक कम सत्तर।
Being nine more than sixty.
ସଂସ୍ଥାପନ କରନ୍ତୁ