ଅର୍ଥ : ଯେଉଁ ରୀତି ଅନୁସାରେ କୃଷକ ହଳ ସମୟରେ ପ୍ରତି ଆଠଦିନରେ ଥରେ ତା ଲଙ୍ଗଳ ଏବଂ ବଳଦ ଜମିଦାରଙ୍କ ବିଲରେ ହଳ କରିବାପାଇଁ ଦେଇଥାଏ
ଉଦାହରଣ :
ଏବେ ଅଠୱାରୀର ପ୍ରଚଳନ ବନ୍ଦ ହୋଇଯାଇଛି
ସମକକ୍ଷ : ବେଠିଆହଳ
ଅନ୍ୟ ଭାଷାରେ ଅନୁବାଦ :
वह रीति जिसके अनुसार किसान जोताई के समय प्रति आठवें दिन अपना हल और बैल ज़मीदार को खेत जोतने के लिए देते हैं।
अब अठवारी का चलन बंद हो गया है।