ଅର୍ଥ : କୌଣସି ଇଂରେଜୀ ମାସର ଅଷ୍ଟାବିଂଶତିତମ ଦିନ ପଡ଼ୁଥିବା ତାରିଖ
ଉଦାହରଣ :
ଅଠେଇଶ ତାରିଖରେ ଦୀପାବଳି ପଡ଼ୁଛି
ସମକକ୍ଷ : ଅଠେଇଶ ତାରିଖ
ଅର୍ଥ : କୋଡ଼ିଏ ଆଉ ଆଠ ମିଶି ହେଉଥିବା ସଂଖ୍ୟା
ଉଦାହରଣ :
ତିରିଶରୁ ଦୁଇ ଫେଡ଼ିଲେ ଅଠେଇଶ ହୁଏ
ସମକକ୍ଷ : ୨୮
ଅନ୍ୟ ଭାଷାରେ ଅନୁବାଦ :