ଅର୍ଥ : ଯେଉଁ ବାଉଁଶ ନଳୀରେ ଚଢେଇଆ ପକ୍ଷୀ ଧରିବା ଅଠା ସାଇତି କରି ରଖିଥାଏ
ଉଦାହରଣ :
ଚଢେଇଆ ପକ୍ଷୀ ଧରିବାପାଇଁ ଅଠାକାଠିରୁ ଅଠା ବାହାର କରୁଛି
ସମକକ୍ଷ :
ଅଠାକାଠି
ଅନ୍ୟ ଭାଷାରେ ଅନୁବାଦ :
बहेलियों का बाँस का चोंगा जिसमें वे चिड़िया फँसाने का लासा रखते हैं।
बहेलिया चिड़िया फँसाने के लिए लसौटे से लासा निकाला।
लसौटा