ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜ୍ଞାତଯୌବନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜ୍ଞାତଯୌବନା   ବିଶେଷ୍ୟ

ଅର୍ଥ : ସାହିତ୍ୟର ସେହି ମୁଗ୍ଧା ନାୟିକା ଯାହାର ନିଜ ଯୌବନ ଆଗମନର ଜ୍ଞାନ ନଥାଏ

ଉଦାହରଣ : ଏହି ସାହିତ୍ୟିକ କୃତିରେ ନାୟିକାକୁ ଅଜ୍ଞାତଯୌବନା ରୂପରେ ଚିତ୍ରିତ କରାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

साहित्य में वह मुग्धा नायिका जिसे अपने यौवन के आगमन का ज्ञान न हो।

इस साहित्यिक कृति में नायिका को अज्ञातयौवना के रूप में चित्रित किया गया है।
अगतयौवना, अज्ञातयौवना

The main good female character in a work of fiction.

heroine