ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍କପତ୍ରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍କପତ୍ରକ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ସରକାରୀ କାଗଜ ଯାହା ଉପରେ ନିବେଦନ, ଦାବି ଲେଖିକରି ଅଦାଲତରେ ଦିଆଯାଏ ବା ଯାହା ଉପରେ ପକ୍କା ଲେଖାପଢ଼ା କରାଯାଏ

ଉଦାହରଣ : ବାପା ଷ୍ଟାମ୍ପ ଆଣିବା ପାଇଁ ଯାଇଛନ୍ତି

ସମକକ୍ଷ : ଅଂକପତ୍ରକ, ଷ୍ଟାଂପ, ଷ୍ଟାଂପ ପେପର, ଷ୍ଟାଂପକାଗଜ, ଷ୍ଟାମ୍ପ, ଷ୍ଟାମ୍ପକାଗଜ, ଷ୍ଟାମ୍ପପେପର


ଅନ୍ୟ ଭାଷାରେ ଅନୁବାଦ :

एक प्रकार का मुहर लगा सरकारी काग़ज़ जिस पर अर्जी, दावा लिखकर अदालत में दाखिल किया जाता है या जिस पर किसी प्रकार की पक्की लिखा-पढ़ी की जाती है।

पिताजी स्टाम्प पेपर लेने गए हैं।
अंकपत्रक, मुद्रांक कागज, मुद्रांक काग़ज़, मुद्रांकित कागज, मुद्रांकित काग़ज़, स्टाम्प कागज, स्टाम्प काग़ज़, स्टाम्प पेपर, स्टाम्प-पेपर, स्टैम्प पेपर, स्टैम्प-पेपर