ଅର୍ଥ : ବିଲ ମଜୁରିଆଦ୍ୱାରା ଜ୍ୟେଷ୍ଠ ବା ଆଷାଢ଼ ମାସରେ ବିଲ ମାଲିକକୁ ଦିଆ ଯାଉଥିବା ଆଗୁଆ ଧନ
ଉଦାହରଣ :
ସେ ଏକର ପିଛା ପାଞ୍ଚ ଶହ ଟଙ୍କା ଅଗ୍ରମିକ ମାଗୁଛି
ସମକକ୍ଷ : ଅଗ୍ରମିକ, ଆଗତୁରା ଧନ, ଆଗୁଆ ଧନ
ଅନ୍ୟ ଭାଷାରେ ଅନୁବାଦ :
खेतिहर किसान द्वारा ज्येष्ठ या आषाढ़ के महीने में खेत के मालिक को दिया जाने वाला अग्रिम धन।
उसने एक एकड़ पीछे पाँच सौ रुपए अगौर माँगे।