ଅର୍ଥ : ଭୋକ ବଢ଼ାଉଥିବା (ଔଷଧ)
ଉଦାହରଣ :
ଶ୍ୟାମ ଭୋକ ବଢ଼ାଇବା ନିମନ୍ତେ ଅଗ୍ନିବର୍ଦ୍ଧକ ଔଷଧ ଖାଉଛି
ଅନ୍ୟ ଭାଷାରେ ଅନୁବାଦ :
भूख बढ़ाने वाली (औषधि)।
श्याम भूख बढ़ाने के लिए अग्निवर्धक दवा का सेवन करता है।
अग्निवर्धक
Relating to or promoting digestion.
Peptic juices.
peptic