ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠ ଅଥବା ଲୁହା ଅକ୍ଷ ଯାହା ଉପରେ ଚକ ବୁଲେ
ଉଦାହରଣ : ଅଖ ଘସି ହୋଇ ଭାଙ୍ଗି ଗଲା
ସମକକ୍ଷ : ଅକ୍ଷ
ଅନ୍ୟ ଭାଷାରେ ଅନୁବାଦ :हिन्दी
लकड़ी अथवा लोहे का डंडा जिस पर गड़ारी घूमती है।
ଅର୍ଥ : ଲୁହା ତିଆରି ଦଣ୍ଡ ଯାହାର ଦୁଇ ମୁଣ୍ଡରେ ଗାଡ଼ିର ଚକପଇ ଲାଗିରହିଥାଏ
ଉଦାହରଣ : ଦୁର୍ଘଟଣା ସମୟରେ ଗାଡ଼ିର ଗୋଟିଏ ଚକ ଅଖରୁ ଖସିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोहे आदि का वह डंडा जिसके दोनों सिरों पर गाड़ी आदि के पहिए लगे रहते हैं।
A shaft on which a wheel rotates.
ଅର୍ଥ : ଯେଉଁ କାଠିଦ୍ୱାରା କୁମ୍ଭାର ଚକକୁ ଘୁରାଏ
ଉଦାହରଣ : କୁମ୍ଭାର ଅଖ ଦ୍ୱାରା ଚକକୁ ଯୋରରେ ଘୁରାଉଛି
वह डंडा जिससे कुम्हार चाक को घुमाता है।
ସଂସ୍ଥାପନ କରନ୍ତୁ