ଅର୍ଥ : ବ୍ୟାକରଣରେ ଏକ ବର୍ଣ୍ଣ ସ୍ଥାନରେ ଅନ୍ୟ ବର୍ଣ୍ଣ ଆସିବାର ପ୍ରକ୍ରିୟା
ଉଦାହରଣ :
ବାଗୀଶ ଆଦେଶର ଏକ ଉଦାହରଣ ଯାହା ବାକ୍ ଏବଂ ଇଶର ସଂଯୋଗରେ ଗଠିତ
ସମକକ୍ଷ : ଆଦେଶ
ଅନ୍ୟ ଭାଷାରେ ଅନୁବାଦ :
व्याकरण में एक वर्ण के स्थान पर दूसरे वर्ण के आने की क्रिया।
वागीश आदेश का एक उदाहरण है जो वाक् और ईश के संयोग से बना है।