ଅର୍ଥ : ଯେ ଉପଯୁକ୍ତ ବା ନିର୍ଦ୍ଦିଷ୍ଟ ସମୟ ଆଗରୁ ବା ପରେ ଜନ୍ମ ହୋଇଛି
ଉଦାହରଣ :
ଆଜି ଡାକ୍ତରଖାନାରେ ଗୋଟିଏ ଅକାଳଜାତ ଶିଶୁର ଜନ୍ମ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
जो उपयुक्त या नियत समय से पहले या पीछे जन्मा हो।
आज अस्पताल में एक अकालजात शिशु का जन्म हुआ।