ଅର୍ଥ : ଉପରେ ଏବଂ ତଳ ମାଢ଼ି ପ୍ରାନ୍ତରେଥିବା ଚାରିଟି ଦାନ୍ତରୁ ପ୍ରତ୍ୟେକଟି
ଉଦାହରଣ :
ସେ ନିଜର ଅକଲ ଦାନ୍ତ ଉପୁଡ଼ାଇ ଦେଲା
ସମକକ୍ଷ : ଜ୍ଞାନ ଦାନ୍ତ
ଅନ୍ୟ ଭାଷାରେ ଅନୁବାଦ :
ऊपर और नीचे के जबड़ों में किनारे के चार दाँतों में से प्रत्येक।
उसने अपना एक अकल दाढ़ उखड़वा दिया।Any of the last 4 teeth on each side of the upper and lower jaw. The last of the permanent teeth to erupt (between ages 16 and 21).
wisdom tooth