ଅର୍ଥ : ଶାରୀରିକ ଅଙ୍ଗ ସଞ୍ଚାଳନ ବା ହଲା-ଝୁଲା କରିବା କ୍ରିୟା
ଉଦାହରଣ :
ବେଳେବେଳେ ଅଙ୍ଗସଞ୍ଚାଳନଦ୍ୱାରା ଆମେ ଇସାରାରେ ନିଜ କଥା କହିଦେଉ
ସମକକ୍ଷ : ଅଙ୍ଗସଞ୍ଚାଳନ
ଅନ୍ୟ ଭାଷାରେ ଅନୁବାଦ :
शारीरिक अंगों का संचालन या उन्हें हिलाने-डुलाने की क्रिया।
कभी-कभी अंग-संचालन द्वारा हम इशारे में ही अपनी बात कह देते हैं।