ଅର୍ଥ : ହିନ୍ଦୀ ବର୍ଣ୍ଣମାଳାର ଷଡବିଂଶତମ ବ୍ୟଞ୍ଜନ ବର୍ଣ୍ଣ ଯାହା ସ୍ପର୍ଶ ବର୍ଣ୍ଣ ତଥା ଉଷ୍ମ ବର୍ଣ୍ଣର ମଝିରେଥିବାରୁ ତାକୁ ଅନ୍ତସ୍ଥ୍ୟ ବର୍ଣ୍ଣ କୁହାଯାଏ
ଉଦାହରଣ :
ୟ ବର୍ଣ୍ଣର ଉଚ୍ଚାରଣ ସ୍ଥଳ ତାଳୁ ଏବଂ ଏହାକୁ ଜଗଣର ସଂକ୍ଷିପ୍ତ ଏବଂ ସୂଚକ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ
ସମକକ୍ଷ : ବ୍ୟଞ୍ଜନ ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
हिंदी वर्णमाला का छब्बीसवाँ व्यंजन अक्षर जिसे स्पर्श वर्ण तथा ऊष्म वर्ण के बीच का वर्ण होने के कारण अन्तस्थ वर्ण कहा जाता है।
य का उच्चारण स्थल तालू है जो यगण का संक्षिप्त एवं सूचक भी माना जाता है।A letter of the alphabet standing for a spoken consonant.
consonant