ଅର୍ଥ : ଯେଉଁ ବିଜ୍ଞାନଦ୍ୱାରା ସ୍ୱାସ୍ଥ୍ୟ, ପୌଷ୍ଟିକତା ତଥା ଘର ପରିଚାଳନପାଇଁ ଶିକ୍ଷା ପ୍ରଦାନ କରାଯାଇଥାଏ
ଉଦାହରଣ :
ବୀଣା ଗୃହବିଜ୍ଞାନର ଶିକ୍ଷୟତ୍ରୀ
ସମକକ୍ଷ : ଗୃହବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
वह विज्ञान जिसमें स्वास्थ्य,पौष्टिकता तथा घर-गृहस्थी संभालने की शिक्षा दी जाती है।
वीणा गृह विज्ञान की शिक्षिका है।