ଅର୍ଥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
ଉଦାହରଣ :
କୃଷକଟି କ୍ଷେତର ଦେଖାରଖା କରୁଛି
ସମକକ୍ଷ : ଦେଖାରଖା, ଦେଖାଶୁଣା, ଯତ୍ନ, ସଂରକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
The activity of protecting someone or something.
The witnesses demanded police protection.