ଅର୍ଥ : ଭଲଗୁଣ ବିଷୟରେ ବଖାଣି ହୀନତା ଅନୁଭବ କରିବା
ଉଦାହରଣ :
ସେ ଜଣେ ଉତ୍ତମ ପିତା ନ ହୋଇପାରିବା କାରଣରୁ ହୀନତା ଅନୁଭବ କରୁଛି
ସମକକ୍ଷ : ନୀଚ ଅନୁଭବ କରିବା, ନୀଚତା ଅନୁଭବ କରିବା, ନ୍ୟୂନତା ଅନୁଭବ କରିବା, ହୀନ ଅନୁଭବ କରିବା, ହୀନମନ୍ୟତା ଅନୁଭବ କରିବା, ହେୟ ଅନୁଭବ କରିବା
ଅନ୍ୟ ଭାଷାରେ ଅନୁବାଦ :
* अच्छे गुणों का बखान करके हीनता महसूस करना।
वह एक अच्छा पिता न हो पाने के कारण हीनता महसूस कर रहा है।