ଅର୍ଥ : ବଜାରର ଛକ ଉପରେ ଜିନିଷ ବିକ୍ରି କରୁଥିବା ଲୋକଙ୍କଠାରୁ ଯେଉଁ ମହାସୁଲ ନିଆଯାଏ
ଉଦାହରଣ :
ଜଣେ ଲୋକ ହାଟଦିନ ବୁଲିବୁଲି ହାଟ ମହାସୁଲ ଆଦାୟ କରୁଥିଲା
ସମକକ୍ଷ : ତହବାଜାରୀ
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation