ଅର୍ଥ : ସ୍କଟଲ୍ୟାଣ୍ଡର ହାଈଲ୍ୟାଣ୍ଡ ଅଞ୍ଚଳର ବାସିନ୍ଦା
ଉଦାହରଣ :
ସ୍କଟଲ୍ୟାଣ୍ଡରେ ଜଣେ ହାଈଲ୍ୟାଣ୍ଡବାସୀ ସହିତ ମୋର ଭେଟ ହେଲା
ସମକକ୍ଷ : ହାଈଲ୍ୟାଂଡର, ହାଈଲ୍ୟାଣ୍ଡବାସୀ, ହାଈଲ୍ୟାଣ୍ଡର
ଅନ୍ୟ ଭାଷାରେ ଅନୁବାଦ :
* स्काटलैंड के हाईलैंड क्षेत्र में रहनेवाला व्यक्ति।
स्काटलैंड में मेरी भेंट एक हाईलैंडवासी से हुई।