ଅର୍ଥ : ମଧ୍ୟମ ଧରଣର ଏକ ବୃକ୍ଷରୁ ଖାଇବା ନିମନ୍ତେ ପ୍ରାପ୍ତ ଫଳ
ଉଦାହରଣ :
ସେ ପ୍ରତିଦିନ ଜଳଖିଆରେ ଗୋଟିଏ ଆତ ବି ଖାଏ
ସମକକ୍ଷ : ଆତ
ଅନ୍ୟ ଭାଷାରେ ଅନୁବାଦ :
The fruit of any of several tropical American trees of the genus Annona having soft edible pulp.
custard appleଅର୍ଥ : ମଝିଲା ଆକାରର ଗୋଟିଏ ଗଛ ଯାହାର ଫଳ ଖିଆଯାଏ
ଉଦାହରଣ :
ସେ ନିଜ ବଗିଚାରେ ସୀତାଫଳ ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :
Any of several tropical American trees bearing fruit with soft edible pulp.
custard apple, custard apple tree