ଅର୍ଥ : କଂପ୍ୟୁଟରର ଗୋଟିଏ ଅଂଶ
ଉଦାହରଣ :
ସିପିୟୁ ବ୍ୟତୀତ କଂପ୍ୟୁଟର କାମ କରି ପାରେ ନାହିଁ
ସମକକ୍ଷ : ପ୍ରୋସେସର
ଅନ୍ୟ ଭାଷାରେ ଅନୁବାଦ :
(computer science) the part of a computer (a microprocessor chip) that does most of the data processing.
The CPU and the memory form the central part of a computer to which the peripherals are attached.