ଅର୍ଥ : ଏସିଆର ଏକ ଦେଶ
ଉଦାହରଣ :
ସିଙ୍ଗାପୁରକୁ ମାଲେସିଆଠାରୁ ୧୯୬୫ ମସିହାରେ ସ୍ୱତନ୍ତ୍ରତା ମିଳିଲା
ସମକକ୍ଷ : ସିଙ୍ଗାପୁର ଗଣରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
एशिया का एक देश।
सिंगापुर को मलेशिया से सन् उन्नीस सौ पैंसठ में स्वतंत्रता मिली।A country in southeastern Asia on the island of Singapore. Achieved independence from Malaysia in 1965.
republic of singapore, singaporeଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
ଏ ବର୍ଷ ସିଙ୍ଗାପୁର ଆମ୍ବର ଆମଦାନୀ କମ ହୋଇଛି
ସମକକ୍ଷ : ସିଂଗାପୁର, ସିଂଗାପୁର ଆଂବ, ସିଙ୍ଗାପୁର ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ସିଙ୍ଗାପୁର ଆମ୍ବର ଗଛ
ଉଦାହରଣ :
ସେ ନିଜ ବଗିଚାରେ ସିଙ୍ଗାପୁର ଆମ୍ବ ଗଛ ମଧ୍ୟ ଲଗାଇବାକୁ ଭାବୁଛି
ସମକକ୍ଷ : ସିଂଗାପୁର, ସିଂଗାପୁର ଆଂବ ଗଛ, ସିଂଗାପୁର ଗଛ, ସିଙ୍ଗାପୁର ଆମ୍ବ ଗଛ, ସିଙ୍ଗାପୁର ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ସିଙ୍ଗାପୁରର ରାଜଧାନୀ
ଉଦାହରଣ :
ସିଙ୍ଗାପୁର ପୃଥିବୀର ବୃହତ ବନ୍ଦରଗୁଡିକ ମଧ୍ୟରୁ ଗୋଟିଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଦ୍ୱୀପ
ଉଦାହରଣ :
ସିଙ୍ଗାପୁର ମାଳୟ ଉପଦ୍ୱୀପର ଦକ୍ଷିଣରେ ଅବସ୍ଥିତ
ସମକକ୍ଷ : ସିଙ୍ଗାପୁର ଦ୍ୱୀପ
ଅନ୍ୟ ଭାଷାରେ ଅନୁବାଦ :