ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଲାଡ଼୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଲାଡ଼୍‌   ବିଶେଷ୍ୟ

ଅର୍ଥ : କଞ୍ଚା ଖିଆଯାଉଥିବା ସବୁଜ ପନିପରିବା ଓ କନ୍ଦ ଆଦିକୁ ଏକାଠି କରି ତିଆରି କରାଯାଉଥିବା ଏକ ଖାଦ୍ୟ

ଉଦାହରଣ : ସାଲାଡ଼୍‌ ସ୍ୱାସ୍ଥ୍ୟପାଇଁ ବହୁତ ଲାଭଜନକ


ଅନ୍ୟ ଭାଷାରେ ଅନୁବାଦ :

कच्ची खाई जानेवाली हरी सब्जियाँ और कंद,आदि को मिलाकर बनाई हुई एक खाद्य वस्तु।

सलाद सेहत के लिए बहुत फ़ायदेमंद होता है।
सलाद

Food mixtures either arranged on a plate or tossed and served with a moist dressing. Usually consisting of or including greens.

salad