ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାତଗୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାତଗୁଣା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଆଦିର ମାତ୍ରାରୁ ତାର ଛଅ ଗୁଣା ଆହୁରି ଅଧିକ ମାତ୍ରା

ଉଦାହରଣ : ସାତର ସାତଗୁଣା ଅଣଚାଶ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु आदि की मात्रा से उतनी छः बार और अधिक मात्रा जितनी की वह हो।

सात का सातगुना उनचास होता है।
सतगुना, सातगुना

ସାତଗୁଣା   ବିଶେଷଣ

ଅର୍ଥ : ଯାହା ଅଛି ତାଠାରୁ ତାର ଛଅ ଗୁଣା ଆହୁରି ଅଧିକ

ଉଦାହରଣ : ଅତିଥିମାନଙ୍କ ପାଇଁ ପ୍ରତିଦିନ ଅପେକ୍ଷା ଆଜି ସାତଗୁଣା ଭୋଜନ ତିଆରି କରିବାକୁ ପଡ଼ିବ


ଅନ୍ୟ ଭାଷାରେ ଅନୁବାଦ :

जितना हो उससे उतना छह बार और अधिक।

मेहमानों के लिए प्रतिदिन की अपेक्षा आज सातगुना भोजन बनाना पड़ेगा।
सतगुना, सातगुना

Having seven units or components.

septuple, seven-fold, sevenfold