ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
ଉଦାହରଣ : କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ ଛିଡ଼ିଗଲା
ସମକକ୍ଷ : ଖିଅ
ଅନ୍ୟ ଭାଷାରେ ଅନୁବାଦ :हिन्दी English
रस्सी या डोर के कई तारों में का एक तार।
A very slender natural or synthetic fiber.
ଅର୍ଥ : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
ଉଦାହରଣ : ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
ସମକକ୍ଷ : ଡଗର, ପାଦଚଲା ରାସ୍ତା
जंगलों या खेतों में का वह पतला रास्ता जो लोगों के आने-जाने से बन जाता है।
A trodden path.
ସଂସ୍ଥାପନ କରନ୍ତୁ