ଅର୍ଥ : ଗୋଟିଏ ପ୍ରକାର ଆମ୍ବ
ଉଦାହରଣ :
ସାରା ବଜାର ଟିକିନିଖି କରି ଖୋଜି ଆସିଲି,ହେଲେ ସମରବେହିସ୍ତ ଆମ୍ବ କେଉଁଠି ମିଳିଲା ନାହିଁ
ସମକକ୍ଷ : ସମରବେହିସ୍ତ ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ସମରବେହିସ୍ତ ଆମ୍ବର ଗଛ
ଉଦାହରଣ :
ଏହି ସମରବେହିସ୍ତ ଆମ୍ବଗଛ ଉପରକୁ ଚଢ଼ିବା କଷ୍ଟକର ଲାଗୁଛି
ସମକକ୍ଷ : ସମରବେହିସ୍ତ ଆମ୍ବଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree