ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାତଦିନର ସମୟ
ଉଦାହରଣ : ମୁଁ ସପ୍ତାହକ ମଧ୍ୟରେ ଫେରିଆସିବି
ସମକକ୍ଷ : ହପ୍ତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सात दिनों की अवधि।
Any period of seven consecutive days.
ଅର୍ଥ : ସୋମବାରରୁ ରବିବାର ପର୍ଯ୍ୟନ୍ତ ସାତ ଦିନ
ଉଦାହରଣ : ସେ ଆସନ୍ତା ସପ୍ତାହରେ ଦିଲ୍ଲୀ ଯିବେ
सोमवार से रविवार तक के सात दिन।
A period of seven consecutive days starting on Sunday.
ସଂସ୍ଥାପନ କରନ୍ତୁ