ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭବନ ଆଦି ତିଆରି କରିବାପୂର୍ବରୁ ତାହାର ନିଅଁରେ ପଥର, ଇଟା ଆଦି ରଖାଯିବାର ପ୍ରକ୍ରିୟା
ଉଦାହରଣ : ଶିକ୍ଷାମନ୍ତ୍ରୀଙ୍କ କରକମଳରେ ଏହି ପାଠାଗାରର ଶିଳାନ୍ୟାସ କରାଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
भवन आदि बनाने से पहले उसकी नींव पर पत्थर,ईंट आदि रखे जाने की क्रिया।
ସଂସ୍ଥାପନ କରନ୍ତୁ