ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୁଆ, ଶାରୀଆଦି ପକ୍ଷିମାନଙ୍କୁ ମଣିଷର ଭାଷା ଶିଖାଇବା
ଉଦାହରଣ : ମୋହନ ଶୁଆକୁ ରାମ ରାମ ପଢ଼ାଉଅଛି
ସମକକ୍ଷ : ପଢ଼ାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
तोते, मैना आदि पक्षियों को मनुष्य की बोली सिखाना।
ସଂସ୍ଥାପନ କରନ୍ତୁ