ଅର୍ଥ : ଶାଶୁଘରୁ ବୋହୁ ପ୍ରଥମ ତିନିଥର ବାପଘରକୁ ଯିବାଆସିବା କରିବାପରେ ଯିବାଆସିବାର ପ୍ରକ୍ରିୟା
ଉଦାହରଣ :
ପ୍ରାୟ ଭାଇ ହିଁ ଭଉଣୀକୁ ଶାଶୁଘରୁ ନେବାଆଣିବା କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
ससुराल से दुलहन के पहले तीन बार मायके में आने-जाने के बाद के आने-जाने की क्रिया।
दीदी की अनाईपठाई प्रायः भैया ही करते हैं।