ଅର୍ଥ : ଯେଉଁ କାମ କରିବାପାଇଁ ଶାରୀରିକ ଶ୍ରମର ଦରକାର
ଉଦାହରଣ :
ଶ୍ରମିକ ଶାରୀରିକ ଶ୍ରମକରି ନିଜର ଗୁଜୁରାଣ ମେଣ୍ଟାଇଥାଏ
ସମକକ୍ଷ : ଦୈହିକ ଶ୍ରମ, ଶାରୀରିକ କାମ, ଶାରୀରିକ କାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह कार्य जिसे करने में शारीरिक श्रम की आवश्यकता हो।
मजदूर शारीरिक कार्य करके अपना जीवन-यापन करते हैं।