ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ :
ଚନ୍ଦ୍ରଦେବତାଙ୍କୁ ଔଷଧଗୁଡ଼ିକର ସ୍ୱାମୀ ବୋଲି କୁହାଯାଇଛି
ସମକକ୍ଷ : ଚଂଦ୍ର, ଚଂଦ୍ରଦେବତା, ଚଂଦ୍ରମା, ଚନ୍ଦ୍ର, ଚନ୍ଦ୍ରଦେବତା, ଚନ୍ଦ୍ରମା, ମୟଂକ, ମୟଙ୍କ, ଶଶାଂକ, ହିମାଂଶୁ
ଅନ୍ୟ ଭାଷାରେ ଅନୁବାଦ :
हिन्दू धर्मग्रंथों में वर्णित एक देवता।
चंद्रदेव को औषधियों का स्वामी कहा गया है।A deity worshipped by the Hindus.
hindu deityଅର୍ଥ : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ଉଦାହରଣ :
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ସମକକ୍ଷ : ଇନ୍ଦୁ, କଳାନିଧି, ଚନ୍ଦ୍ର, ଚାନ୍ଦ, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
ଅନ୍ୟ ଭାଷାରେ ଅନୁବାଦ :
पृथ्वी के चारों ओर चक्कर लगाने वाला एक उपग्रह।
चंद्रमा सूर्य के प्रकाश से प्रकाशित होता है।The natural satellite of the Earth.
The average distance to the Moon is 384,400 kilometers.