ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ
ଉଦାହରଣ : ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ
ସମକକ୍ଷ : ନିଶ୍ଚୟ, ପଣ, ପ୍ରତିଜ୍ଞା
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुछ करने या न करने के संबंध में पक्का निश्चय।
A verbal commitment by one person to another agreeing to do (or not to do) something in the future.
ଅର୍ଥ : ଦୃଢ଼ଭାବରେ କିଛି କହିବା କ୍ରିୟା
ଉଦାହରଣ : ସେ ଗୋପନୀୟତାର ଶପଥକୁ ପୂରା ମାନିଛି
अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक कही हुई बात।
A solemn promise, usually invoking a divine witness, regarding your future acts or behavior.
ଅର୍ଥ : ଭବିଷ୍ୟତରେ କୌଣସି ବିଶେଷ ଅନୁଚିତ କାର୍ଯ୍ୟ ନ କରିବାପାଇଁ ପ୍ରତିଜ୍ଞା
ଉଦାହରଣ : ସେ ମଦ ପିଇବନାହିଁ ବୋଲି ଶପଥ କରିଛି
ସମକକ୍ଷ : ପ୍ରତିଜ୍ଞା, ରାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
भविष्य में कोई विशेष अनुचित कार्य न करने की प्रतिज्ञा।
ସଂସ୍ଥାପନ କରନ୍ତୁ