ଅର୍ଥ : ଲିକ୍ବିଡ କ୍ରିଷ୍ଟାଲର ଅପରିବର୍ତ୍ତନ ପ୍ରକୃତିର ଉପଯୋଗ କରୁଥିବା ଗୋଟିଏ ପତଳା,ଚେପଟା ଇଲେକ୍ଟ୍ରୋନିକ ଦୃଶ୍ୟ ପ୍ରଦର୍ଶନ
ଉଦାହରଣ :
ଟିଭି,କଂପ୍ୟୁଟର,ମନିଟର ଆଦିରେ ଏଲସିଡିର ବ୍ୟବହାର ହୋଇଥାଏ
ସମକକ୍ଷ : ଏଲସିଡି
ଅନ୍ୟ ଭାଷାରେ ଅନୁବାଦ :
एक पतला, चपटा इलेक्ट्रॉनिक दृश्य प्रदर्शन जो कि लिक्विड क्रिस्टल की प्रकाश आपरिवर्तन प्रकृति का उपयोग करता है।
एलसीडी का उपयोग टीवी, कम्प्यूटर मॉनिटर आदि में होता है।A digital display that uses liquid crystal cells that change reflectivity in an applied electric field. Used for portable computer displays and watches etc..
lcd, liquid crystal display