ଅର୍ଥ : ରୁପାରେ ତିଆରି ହୋଇଥିବା ବାସନ
ଉଦାହରଣ :
ପୂର୍ବରୁ କିଛି ରାଜା-ମହାରାଜା ଖାଇବା ପିଇବା ନିମନ୍ତେ ରୁପାବାସନ ବ୍ୟବହାର କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह बरतन जो चाँदी का बना हो।
पहले के कुछ राजा-महराजा कुछ पीने-खाने के लिए चाँदी के बर्तनों का उपयोग करते थे।