ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତିଳ ମିଶା ମୁଗ ବା ବିରିର ବଡି
ଉଦାହରଣ : ମାଆ ଆଜି ତିଳମିଶା ମୁଗ ବଡି ତିଆରି କରୁଛନ୍ତି
ସମକକ୍ଷ : ଖସାମିଶା ବିରିବଡି, ଖସାମିଶା ମୁଗବଡି, ତିଳମିଶା ବିରିବଡି, ତିଳମିଶା ମୁଗବଡି, ରାଶିମିଶା ମୁଗ ବଡି
ଅନ୍ୟ ଭାଷାରେ ଅନୁବାଦ :हिन्दी English
तिल मिली मूँग या उड़द की बरी।
A particular item of prepared food.
ସଂସ୍ଥାପନ କରନ୍ତୁ