ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲୁଗା ଉପରେ ରାମରାମ ଲେଖା ବା ଛପା ଯାଇଛି
ଉଦାହରଣ : ମହାତ୍ମାଙ୍କ ଗଳାରେ ନାମାବଳୀ ଝୁଲୁଥିଲା
ସମକକ୍ଷ : ନାମାବଳୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह कपड़ा जिसपर राम-राम लिखा या छपा रहता है।
ଅର୍ଥ : ଯାହା ଉପରେ ସ୍ଥାନେସ୍ଥାନେ ରାମ-ରାମ ଲେଖା ବା ଛପା ହୋଇଥାଏ
ଉଦାହରଣ : ତାଙ୍କ ବେକରେ ରାମନାମୀ ଗାମୁଛା ବେଢ଼ା ହୋଇଥିଲା
जिसपर जगह-जगह राम-राम लिखा या छपा हो।
ସଂସ୍ଥାପନ କରନ୍ତୁ