ଅର୍ଥ : କ୍ଷୀପ୍ରଗତିରେ ଯାଉଥିବା ଚଟକା ଡଙ୍ଗାରେ ଯାତ୍ରାକରି ହେଉଥିବା ଏକ ପ୍ରକାର ରୋମାଞ୍ଚକର ଜଳକ୍ରୀଡ଼ା
ଉଦାହରଣ :
ରିଭର ରାଫ୍ଟିଙ୍ଗ ସମୟରେ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲା
ସମକକ୍ଷ : ନୌକାବିହାର, ରିଭର ରାଫ୍ଟିଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की रोमांचकारी जलक्रीड़ा जिसमें तेजी से बहते नदी के पानी में उथली नाव पर सवारी की जाती है।
रिवर राफ्टिंग के दौरान डूब रहे दो पर्यटकों को बचाया गया।