ଅର୍ଥ : ଯେଉଁ ଖମ୍ବରେ ବଳି ଦିଆଯାଉଥିବା ପଶୁଙ୍କୁ ବନ୍ଧାଯାଏ
ଉଦାହରଣ :
ଯଜ୍ଞସ୍ଥଳ ପାଖରେ ଯୂପରେ ବନ୍ଧାହୋଇଥିବା ଛେଳି ବୋବାଉଥିଲା
ସମକକ୍ଷ :
ଯୂପକାଠ
ଅନ୍ୟ ଭାଷାରେ ଅନୁବାଦ :
वह खंभा जिसमें बलि दिया जाने वाला पशु बाँधा जाता है।
यज्ञ स्थल के पास यूप में बँधा बकरा मिमिया रहा था।
यूप